Friendship sayari

ସମ୍ପର୍କ, ଦୋସ୍ତି ଓ ପ୍ରେମ ତାଙ୍କ ସହିତ ରଖିବ... 

ଯିଏ ତୁମ ହସ ପଛରେ ଥିବା କଷ୍ଟ, 

କ୍ରୋଧ ପଛରେ ଥିବା ପ୍ରେମ ଆଉ ତୁମ ନିରବତା

 ପଛରେ ଥିବା କାରଣ କୁ ବୁଝି ପାରୁଥିବ।